Postal Recruitment 2024

 Postal Recruitment 2024: ଦଶମ ପାଶ୍‌ କରିଥିଲେ ଡାକ ବିଭାଗରେ ଚାକିରି; 

ଡାକ ବିଭାଗରେ ଚାକିରି କରିବାକୁ ଚାହଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ ସରକାର ଅଧିନରେ ଥିବା ଡାକ ବିଭାଗ୍ ବର୍ତ୍ତମାନ ଷ୍ଟାଫ୍ କାର୍ ଡ୍ରାଇଭର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି।
ଡାକ ବିଭାଗରେ ଚାକିରି କରିବାକୁ ଚାହଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ ସରକାର ଅଧିନରେ ଥିବା ଡାକ ବିଭାଗ୍ ବର୍ତ୍ତମାନ ଷ୍ଟାଫ୍ କାର୍ ଡ୍ରାଇଭର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଅଫଲାଇନ୍ ମୋଡ୍ ମାଧ୍ୟମରେ ଏହି ଆବେଦନ ହେଉଛି। ସବୁଠାରୁ ବଡ କଥା ଦଶମ ପାଶ କରିଥିବା ପିଲା ଏହି ସୁଯୋଗ ନେଇପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ବିଭାଗର ଅଫିସିଆଲ୍ ୱେବ୍‌ସାଇଟ୍ https://www.indiapost.gov.in/କୁ ଯାଇ ଆବେଦନ ଫର୍ମ ଡାଉନ୍‌ଲୋଡ୍ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ରି ସେମାନେ ଏହି ଲିଙ୍କ୍ Postal Recruitment 2024 10t Pass Apply Notification ଉପରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
ଆବେଦନ ଆରମ୍ଭ – ୦୬ ଜାନୁଆରୀ ୨୦୨୪
ଆବେଦନ ଶେଷ – ୧୬ ଫେବୃଆରୀ ୨୦୨୪
ଯୋଗ୍ୟତା:
ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାଶ୍‌
ଏକ ବୈଧ ଡ୍ରାଇଭିଂ ଲାଇସେନ୍ସ
୦୩ ବର୍ଷର ଡ୍ରାଇଭିଂ ଅଭିଜ୍ଞତା
ବୟସ ସୀମା:
ସର୍ବନିମ୍ନ ବୟସ – ୧୮ ବର୍ଷ
ସର୍ବାଧିକ ବୟସ – ୨୭ ବର୍ଷ
୧୬ ଫେବୃଆରୀ ୨୦୨୪ ଅନୁସାରେ ବୟସ ଗଣନା ହେବ
ବୟସରେ କୋହଳ:
OBC – ୦୩ ବର୍ଷ
ST / SC / PWD / ESM – ୦୫ ବର୍ଷ
PWD + SC / ST – ୧୫ ବର୍ଷ
ଚୟନ ପ୍ରକ୍ରିୟା:
ଲିଖିତ ପରୀକ୍ଷା
ଦକ୍ଷତା ପରୀକ୍ଷା / ଡ୍ରାଇଭିଂ ପରୀକ୍ଷା
ଡକ୍ୟୁମେଣ୍ଟ୍ ଯାଞ୍ଚ
ଡାକ୍ତରୀ ପରୀକ୍ଷା
ଆବେଦନ ଶୁଳ୍କ:
ସାଧାରଣ / EWS / OBC –୧୦୦ ଟଙ୍କା
ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:
ଯୋଗ୍ୟତା ପ୍ରମାଣପତ୍ର
ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
ଦୁଇଟି ସାମ୍ପ୍ରତିକ କଲର ପାସପୋର୍ଟ ସାଇଜ୍ ଫଟୋ
ଜାତି ପ୍ରମାଣପତ୍ର
ଅଭିଜ୍ଞତା ପ୍ରମାଣପତ୍ର
କିପରି କରିବେ ଆବେଦନ:
https://www.indiapost.gov.in/ କୁ ଯାଇ ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ
ସଠିକ୍ ଭାବରେ ଆବେଦନ ଫର୍ମ ପୂରଣ କରନ୍ତୁ
୧୦୦ ଟଙ୍କାର ଡାକ ଅର୍ଡର ସହିତ ଆବଶ୍ୟକ ଡକ୍ୟୁମେଣ୍ଟ୍ ସଂଲଗ୍ନ କରନ୍ତୁ
ଆବେଦନ ଫର୍ମ ଲଫାପା ଉପରେ ଲେଖନ୍ତୁ “UP CIRCLE IN DRIVER POST OF DIRECT RECRUITMENT FOR APPLICATION”
ନିମ୍ନ ଠିକଣାରେ ଫର୍ମ ପଠାନ୍ତୁ:
Manager (Gr. A), Mail Motor Sevice, Kanpur, GPO Compound, Kanpur- 208001, Uttar Pradesh
ଏହି ପରି ଓଡିଶା ଓ ଓଡିଶା ସରକାରଙ୍କ ଆପଡେଟ୍ ଖବର ପାଇବା ପାଇଁ ଆମ WHATSAPP CHANEL FOLLOW କରନ୍ତୁ।

AVvXsEhwvpwnqtSYbWe2RkiQo2RD GNRBYAsrioT1hh djFiWbW5odQyNPHi3g4fQkRkVfJEhZ4WrlIC45DlAxNIkd1GXWnMiTkBQmbLiKn0Wh80ocba5oBK14QsdiI Pc3Thc6DZTwzFwj2UeAUtBI aa7fDXy9Cz9i3K7 XvSA9sweVN11GRYC1fNhl6NESATS Postal Recruitment 2024

                            FOLLOW

Leave a Comment